• 2 years ago
#କାହିଁ_ଦିଶୁ_ନାହାନ୍ତି_ଅପରାଜିତା?
#ଚପିଗଲେ_ନା_ଚାପିଦିଆଗଲା
ଚପିଗଲେ ନା ଚାପି ଦିଆଗଲା । କାହିଁ ଆଉ ତ ଦିଶୁନାହାନ୍ତି? ଆମେ କହୁଛୁ ଆଇଏଏସରୁ ସାଂସଦ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କ କଥା । ସେ ସବୁବେଳେ କହୁଥିଲେ ଓଡ଼ିଶାର ସ୍ୱାର୍ଥ କଥା । ଅନ୍ୟାୟ ବିରୁଦ୍ଧରେ ଲଢିବା ପାଇଁ କାଳେ ପ୍ରତିଜ୍ଞା ନେଇଥିଲେ । ହେଲେ ଆଉ ତ କାହିଁ ଦିଶୁ ନାହାନ୍ତି? ରାଜ୍ୟରେ କ’ଣ ଆଉ ଦୁର୍ନୀତି ହେଉନି, ନା ଆଉ କିଛି ଭୁଲ୍ ହେଉନି? ପ୍ରସଙ୍ଗଶୂନ୍ୟ ହୋଇଗଲା କି ରାଜ୍ୟ? ରାମରାଜ୍ୟ ହୋଇଗଲା କି ଓଡ଼ିଶା?
#thequiver Aparajita Sarangi Fan Club Bjp Odisha #odishanews #updatenews #odisha #bhubaneswar Bharatiya janata party. Odisha

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Category

🗞
News

Recommended