• 2 years ago
#ଆମେ_ଅନେକ_ଦେଲୁ
#ଆମକୁ_ଭୋଟ୍_ଦିଅ
ଆମେ ଓଡ଼ିଶାକୁ ଅନେକ ଦେଲୁ, ଏବେ ଆମକୁ ଭୋଟ୍ ଦିଅ । ଭୋଟ୍ ଦେଲେ ଓଡ଼ିଶାର ଆହୁରି ବିକାଶ କରିବୁ । ୨୦୨୪ ନିର୍ବାଚନ ପାଇଁ ବିଜେପି ଏମିତି କିଛି ପ୍ଲାନ୍ ପ୍ରସ୍ତୁତ କରୁଛି । ବିଜେପି ପ୍ରସ୍ତୁତ କରୁଥିବା ପ୍ଲାନରେ ଓଡ଼ିଶାକୁ କ’ଣ କ’ଣ ଦେଇଛି, ତାହା ଗୋଟି ଗୋଟି କରି ଓଡ଼ିଶା ବାସୀଙ୍କୁ ଜଣାଇବ । କେନ୍ଦ୍ରରେ ବିଜେପି ସରକାର ସମୟରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିଛି । ଓଡ଼ିଆ ଆଦିବାସୀ ମହିଳାଙ୍କୁ ନେଇ ଦେଶର ସର୍ବୋଚ୍ଚ ପଦବୀରେ ବସାଇଛନ୍ତି । ଓଡ଼ିଶାରେ ବିଜେପିର ସରକାର ନଥାଇ ଯେତିକି ବିକାଶ ହୋଇଛି, ଯଦି ସରକାର ହୋଇଯିବ, ତେବେ ଅନେକ ବିକାଶ ହୋଇପାରିବ । ସେଥିପାଇଁ ୨୦୨୪ରେ ଲୋକେ ବିଜେପିକୁ ସମର୍ଥନ କରନ୍ତୁ ବୋଲି ବିଜେପି କହୁଛି । ଦେଖନ୍ତୁ ଏହି ରିପୋର୍ଟ...
#thequiver #updatenews BJP Odisha Dharmendra Pradhan #bjpodisha #odishapolitics #odisha Narendra Modi Draupadi Murmu #BJPGovt

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Category

🗞
News

Recommended