• 2 years ago
#ବିଜେପି_ଗର୍ଜୁଛି, #କଂଗ୍ରେସ_ଲୁଚୁଛି
#ଆତ୍ମରକ୍ଷାରେ_ଲାଗିଛି_କଂଗ୍ରେସ
କିଛି ଦିନ ପୂର୍ବରୁ ଗର୍ଜୁଥିଲେ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିଲେ । କହୁଥିଲେ ଇଡିକୁ କେନ୍ଦ୍ର ସରକାର ହାତବାରିଶି କରିଛି । ସୋନିଆ, ରାହୁଲଙ୍କର କିଛି ବି ଦୋଷ ନାହିଁ, ତାଙ୍କ ବିରୋଧରେ ରାଜନୈତିକ ଆକ୍ରୋଶ ରଖି ପଦକ୍ଷେପ ନିଆଯାଉଛି । ଏହାକୁ ନେଇ ସାରା ଦେଶରେ ଆନ୍ଦୋଳନ ବି ଆରମ୍ଭ କରିଦେଲେ । ହେଲେ ହଠାତ୍ ବାଜି ପଲଟିଗଲା । ଏବେ ବିଜେପି ଗର୍ଜୁଛି, କଂଗ୍ରେସ ଲୁଚୁଛି । ଦେଖନ୍ତୁ ଏହି ରିପୋର୍ଟ...
#thequiver #UpdateNews Bharatiya Janata Party (BJP) Indian national congress SoniaGandhi Fan Club #presidentmurmu
Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Category

🗞
News

Recommended