ଇଡି ସ୍କାନରରେ ଓଡ଼ିଶା ଶିକ୍ଷା ବିଭାଗ | THE Quiver

  • 2 years ago
#ଇଡି_ସ୍କାନରରେ_ଓଡ଼ିଶା_ଶିକ୍ଷା_ବିଭାଗ
#ଅଫିସରଙ୍କ_ଠାରୁ_ନେତା_ପର୍ଯ୍ୟନ୍ତ_ସମସ୍ତେ_ସ୍କାନରରେ
ପଶ୍ଚିମବଙ୍ଗ ପରେ ଓଡ଼ିଶା । ଇଡି ନଜରରେ ଓଡ଼ିଶା ଶିକ୍ଷା ବିଭାଗ । ଏଠି ବି ହେବ ଖୋଳତାଡ଼ । କାରଣ ଆମ ଶିକ୍ଷା ବିଭାଗ ଦୁର୍ନୀତିରେ ଭରା । ଏଠି ବି ଶିକ୍ଷକ ବଦଳି ପାଇଁ ହେଉଛି କୋଟି କୋଟି ଟଙ୍କାର ଲାଞ୍ଚ କାରବାର । ତାଳି ଠୁ ତଳିପା ପର୍ଯ୍ୟନ୍ତ, ସମସ୍ତେ ପେଟେ ପେଟେ ଦୁର୍ନୀତିରେ ଭରା । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଇଡିର ଖୋଳତାଡ ପରେ ଏବେ ଇଡିର ନଜର ଓଡ଼ିଶା ଶିକ୍ଷା ବିଭାଗ ଉପରେ । ଦେଖନ୍ତୁ ଏହି ରିପୋର୍ଟ...
#thequiver #odishanews #updatenews #ED #odishaschoolandmasseducationdepartment Naveen Patnaik #odishapolitics

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Recommended