ପାଠ ପଢିବେ ସୁବ୍ରତ ବାଗଚୀ | THE Quiver

  • 2 years ago
#ପାଠ_ପଢିବେ_ସୁବ୍ରତ_ବାଗଚୀ
#୬୫_ବର୍ଷ_ବୟସରେ_ଯିବେ_ବିଶ୍ୱବିଦ୍ୟାଳୟ
ଯେଉଁ ପାଠ ସେ ଅଧାରୁ ଛାଡ଼ି ଆସିଥିଲେ, ସେଇଠୁ ପୁଣି ଆରମ୍ଭ କରିବେ । ଆଉ ତାଙ୍କ ମାଷ୍ଟର ହେବେ ତାଙ୍କଠାରୁ ଜଣେ ଛୋଟ ବୟସ୍କ । ସେଥିପାଇଁ ବେଶ୍ ଉତ୍ସହାର ସହ ନିଜ ଟୁଇଟରେ ସେ ଏକଥା ଲେଖିଛନ୍ତି । କରୋନା ସମୟରେ ଯିଏ ସାରା ଓଡ଼ିଶାକୁ ପାଠ ପଢାଉଥିଲେ ସେହି ବାଗଚୀ ଏବେ ବିଶ୍ୱବିଦ୍ୟାଳୟ ଯିବେ । ୪୦ ବର୍ଷ ତଳେ ଛାଡିଥିବା ପାଠ ସେ ପୁଣି ପଢିବେ । ଦେଖନ୍ତୁ ଏହି ରିପୋର୍ଟ...
#thequiver #latestnews #updatenews #subrato_bagchi #delhilawunivercity #odishanews

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Recommended