ଦ୍ରୌପଦୀଙ୍କ ପାଇଁ ଅଭେଦ୍ୟ କାର୍ | THE Quiver

  • 2 years ago
#ଦ୍ରୌପଦୀଙ୍କ_ପାଇଁ_ଅଭେଦ୍ୟ_କାର୍
#ରାଷ୍ଟ୍ରପତି_ଚଢିବେ_୧୦_କୋଟିର_ଗାଡ଼ି
ମଫସଲି ଝିଅ ଦ୍ରୌପଦୀ ମୁର୍ମୁ ଏବେ ରାଇସିନାର ରାଣୀ । ଦେଶର ପ୍ରଥମ ନାଗରିକ ଭାବେ ମିଳିବ ପଦପର୍ଯ୍ୟାଦା । ସୁରକ୍ଷା ଓ ସମ୍ମାନ ଦୃଷ୍ଟିକୋଣରୁ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ସବୁଠାରୁ ବଡ଼ କଥା ହେଲା ସେ ଚଢିବେ ଭାରତର ଅଭେଦ୍ୟ କାର୍ । ତାଙ୍କ କାରକୁ କିଛି ବି ଛୁଇଁ ପାରିବନି । ସେ ଗୁଳି ଫୁଟୁ କି ବମ୍ । ମିଶାଇଲ ଆଟାକ୍ ହେଉ କି ଗ୍ରାନାଇଡ ଆଟାକ୍ । ଏପରିକି ବାୟୁ ପ୍ରଦୂଷଣର ବି ପ୍ରଭାବ ତାଙ୍କ ଗାଡି ଉପରେ ପଡ଼ିବ ନାହିଁ । ସବୁ ପରିସ୍ତିତିରେ ବି ତାଙ୍କ ଗାଡି ସୁରକ୍ଷିତ ଥାଏ । ତେବେ ରାଷ୍ଟ୍ରପତି ଚଢୁଥିବା ଏହି ବାହନରେ ରହିଛି କ’ଣ କ’ଣ ବିଶେଷତ୍ୱ? ଦେଖନ୍ତୁ ଏହି ରିପୋର୍ଟ...
#thequiver #LatestNews President of India Draupadi Murmu #presidentofindiacar #newdelhi #featuresofpresidentscar #merceds #mercedss600

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/