ଦୋମୁହାଁ ପିନାକୀ ମିଶ୍ର | THE Quiver

  • 2 years ago
#ଦୋମୁହାଁ_ପିନାକୀ_ମିଶ୍ର
#ପ୍ରଶାନ୍ତ_ଜଗଦ୍ଦେବଙ୍କ_ପାଇଁ_କରୁଛନ୍ତି_ଓକିଲାତି
ପୁଣି ଥରେ ଚର୍ଚ୍ଚାରେ ପିନାକୀ । ଏଥର ତାଙ୍କ ଦୋମୁହାଁ କାମ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହାକୁ ବିରୋଧ କରୁଛନ୍ତି, ତାଙ୍କୁ ଖୋଲାଖୋଲି ମୁଣ୍ଡରେ ବସାଇଛନ୍ତି ପିନାକୀ ମିଶ୍ର । ଅର୍ଥାତ୍ ସିଧାସଳଖ ନବୀନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଛନ୍ତି । ରାଜନେତା ଭାବେ ନୁହେ,ଁ ଜଣେ ଓକିଲ ଭାବେ କରି ଦେଖାଇଛନ୍ତି । ନବୀନ ନିଲମ୍ବନ କରିଥିବା ବିଧାୟକଙ୍କ ପାଇଁ ସୁପ୍ରିମକୋର୍ଟରେ ଲଢେଇ କରି ଜାମିନ କରାଇଛନ୍ତି । ଏହାକୁ ତାଙ୍କ ବିଶୃଙ୍ଖଳା କୁହାଯିବ ନା ଦୋମୁହାଁ ନୀତି, ତାହା ତ ଭିନ୍ନ କଥା । ନବୀନ ଏହାକୁ କେମିତି ଗ୍ରହଣ କରିବେ, ତାହା ଏବେ ବଡ଼ ପ୍ରଶ୍ନ । ଦେଖନ୍ତୁ ଏହି ରିପୋର୍ଟ...
#thequiver Naveen Patnaik Prasant Kumar Jagadev #odishanews #odishapolitics Biju Janata Dal Odisha #pinaki_mishra #supremecourtofindia
Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Recommended