ମହାମହିମଙ୍କ ମହାବାର୍ତ୍ତା: ଆପଣାଇବେ ତ ନେତାମାନେ ? | THE Quiver

  • 2 years ago
#ମହାମହିମଙ୍କ_ମହାବାର୍ତ୍ତା
#ଆପଣାଇବେ_ତ_ନେତାମାନେ?
ସାରା ଦେଶରେ ଗୁଞ୍ଜରିଲା ସନ୍ଥ କବିଙ୍କ ବାଣୀ । ମାହାମହିମ ଦେଲେ ମହା ସମ୍ମାନ । ସବୁ ଦଳର ନେତାମାନେ ଟିକିଏ ଭଲ କି ନିରିକ୍ଷେଇ କାନ ଦେଇ ଶୁଣ । କ’ଣ କହୁଛନ୍ତି ଆମ ମହାମହିମ । ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ । ସନ୍ଥକବି ଭୀମଭୋଇଙ୍କ ଏହି ଉକ୍ତି ହୁଏତ ଓଡିଶାର ସଭ୍ୟତା ଭୁଲିଯାଇଥିବ । କିନ୍ତୁ ଓଡିଆ ଝିଅ ଦିଲ୍ଲୀ ଦରବାରରେ ସନ୍ଥକବିଙ୍କର ଏହି ଉକ୍ତ ଟି କହି ତାଙ୍କୁ ତ ସମ୍ମାନିତ କରିଛନ୍ତି, ଏହାସହ ସାରା ଦେଶର ନେତାଙ୍କୁ ଏକ ମହତ ଶିକ୍ଷା ବି ଦେଇଛନ୍ତି । କିନ୍ତୁ ମହାମହିମଙ୍କ ଏହି ଉକ୍ତିକୁ ଆପଣାଇବେ ତ ନେତାମାନେ? ଦେଖନ୍ତୁ ଏହି ରିପୋର୍ଟ...
#thequiver #LatestNews Draupadi Murmu President of India #odishanews #politicalleader #vimavoi #newdelhi

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Recommended