ଗାଇ ମଣିଷ ଏକାଠି | THE Quiver

  • 2 years ago
#ଗାଇ_ମଣିଷ_ଏକାଠି
#ଗୋଟିଏ_ଯାଗାରେ_ଖାଉଛନ୍ତି_ଶୋଉଛନ୍ତି
ନମ୍ବର ୱାନ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ବିଡ଼ମ୍ବନା । ଗାଇ ଯେଉଁଠି, ମଣିଷ ସେଇଠି । ଗୋଟିଏ ଯାଗାରେ ଖାଉଛନ୍ତି । ଗୋଟିଏ ଯାଗାରେ ଶୋଉଛନ୍ତି । ଏଭଳି ଦୟନୀୟ ଚିତ୍ର ସମ୍ପଦଭରା ଜିଲ୍ଲା ଯାଜପୁରରୁ ଆସିଛି । ଯାହାକୁ ଦେଖିଲେ ଆପଣ ବି କହିବେ, ବାହା ବାହାରେ ସରକାର । ବାହା ବାହା ତମ ବ୍ୟବସ୍ଥା । ଗରିବଙ୍କ ବିକାଶ ପାଇଁ ସରକାରଙ୍କ ବହୁ ଯୋଜନା ଅଛି । ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ସରକାର ବାରମ୍ବାର ଘୋଷଣା କରୁଛନ୍ତି । କିନ୍ତୁ ଏ ସବ ଯୋଜନା ଯେମିତି ଆସି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ବଡ଼ମଙ୍ଗଳପୁର ଗାଁର ଶ୍ରୀଧର ମଲ୍ଲିକଙ୍କ ପାଖରେ ବନ୍ଦ ହୋଇଯାଇଛି । ଯାଜପୁର ଧର୍ମଶାଳାରୁ ଦେଖନ୍ତୁ ଏହି ରିପୋର୍ଟ...
#thequiver #latestnews #updatenews #jajpur #dharmasala #pradhanmantriawasyojana Sub Collector Office Jajpur Naveen Patnaik Pranab Prakash Das #OdishaNews

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Recommended