ପାଣି ପାଇଁ ହଇଜା | THE Quiver

The Quiver News
The Quiver News
1 follower
2 years ago
#ପାଣି_ପାଇଁ_ହଇଜା
#କାଶୀପୁରରେ_ହଇଜା_ଆତଙ୍କ
ସରକାରଙ୍କ ‘ସୁଜଳ ଧାରା’ ବିଜ୍ଞାପନ କିଛି କମ୍ ନୁହେଁ । ଯେଉଁଠି ଦେଖିବ ଖାଲି ହୋର୍ଡିଂ । ଆଉ ସେଥିରେ ଖାଲି ନବୀନ ପଟ୍ଟନାୟକଙ୍କ ଫଟୋ ଆଉ ସୁଜଳ ଧାରା ବିଜ୍ଞାପନ । ବିଜ୍ଞାପନର ଅର୍ଥ ସରକାର ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଦେଉଛନ୍ତି । ହେଲେ ବାସ୍ତବତା ହେଉଛି ଏକ ବିପର୍ଯ୍ୟୟ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଲୋକଙ୍କ ପାଇଁ ସରକାରଙ୍କ ସୁଜଳ ଧାରା ଯୋଜନା ଏକ ବ୍ୟଙ୍ଗୋକ୍ତି ଠୁ କମ୍ ନୁହେଁ । ଟ୍ୟାପ୍ ପାଣି ତ ଦୂରର କଥା ନଳକୂପ ଟିଏ ବି ନାହିଁ । ଲୋକେ ଆଜି ବି ଝରଣାର ପ୍ରଦୂଷିତ ପାଣି ପିଉଛନ୍ତି । ବର୍ଷା ହେଲେ ଝରଣା ଓ ନାଳ ପାଣି ବିଷାକ୍ତ ହୋଇଯାଏ । ଆଉ ସେହି ପାଣି ନେଉଛି ଜୀବନ । ଦେଖନ୍ତୁ ଏହି ରିପୋର୍ଟ...
#thequiver #updatenews #haijadisease #LatestNews #kashipur #sujalayojana Naveen Patnaik Naba Kisore Das #OdishaNews

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Recommended