ନୟାଗଡ଼: ପବିତ୍ର ପୌଷ ପୂର୍ଣ୍ଣିମା ଏବଂ ସୁନାବେଶ ପାଇଁ ଉତ୍ସବ ମୁଖର ହୋଇଛି ନୟାଗଡ଼ କଣ୍ଟିଲୋ ନୀଳମାଧବଙ୍କ ପୀଠ । ସୁସଜ୍ଜିତ ସୁନାବେଶରେ ପ୍ରଭୁ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବିଧି ଅନୁଯାୟୀ ପ୍ରଭୁ ନୀଳମାଧବଙ୍କ ପାଖରେ ସକାଳୁ ସ୍ଵତନ୍ତ୍ର ନୀତି କରାଯିବା ପରେ ପୁଷ୍ୟାଭିଷେକ ଓ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ପାରମ୍ପରିକ ଅଳଙ୍କାର ସହିତ ଚଳିତ ବର୍ଷ ପୂଜକ ସମାଜ ଏବଂ ମନ୍ଦିର ପ୍ରଶାସନ ସହଯୋଗରେ ତିଆରି ହୋଇଥିବା ୧ କିଲୋ ଓଜନର ନୂତନ ପ୍ରଭୁଙ୍କ ଶ୍ରୀପୟରକୁ ପ୍ରଭୁ ନୀଳମାଧବଙ୍କ ପାଖରେ ଲାଗି କରାଯାଇଛି । ଏଥିପାଇଁ ଦେବୋତ୍ତର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ସକାଳୁ ପ୍ରଭୁ ନୀଳମାଧବଙ୍କ ପହୁଡ଼ ଖୋଲାଯିବା ପରେ ୫ଟାରେ ମଙ୍ଗଳ ପୂର୍ଣ୍ଣାହୁତି, ସର୍ବସାଧାରଣ ଆଳତି, ମୈଲମ, ୫.୩୦ରେ ବଲ୍ଲଭ, ୭ଟା ପ୍ରାତଃଧୂପ, ୮ଟାରେ ମହାସ୍ନାନ ନୀତି କରାଯିବା ପରେ ଶ୍ରୀଜିଉଙ୍କୁ ବିଭିନ୍ନ ସ୍ବର୍ଣ୍ଣା ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା । ଅପରାହ୍ନରେ ବେଢ଼ା ପରିକ୍ରମା ପରେ ସର୍ବ ସାହଣମେଳା ଦର୍ଶନ ଆରମ୍ଭ ହୋଇଥିଲା । ରାତି ୯ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ପାଇଁ ମନ୍ଦିର ଖୋଲା ରହିଥିଲା ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସନ୍ଧ୍ୟାରେ ନୀଳମାଧବ ମନ୍ଦିର ପୂଜକ ସମାଜ ପକ୍ଷରୁ ସିଂହଦ୍ବାର ସ୍ଥିତ ସିଂହ ରାସମଣ୍ଡପ ପରିସରରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ଭଜନସନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇଛି । ନୀଳମାଧବଙ୍କ ନବନିର୍ମିତ ଶ୍ରୀପୟର ଏବଂ ସୁନାବେଶ ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗି ରହିଥିବାରୁ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ନୂଆବର୍ଷରେ ସୁନାବେଶରେ ଦର୍ଶନ ଦେଲେ ମା' ତାରିଣୀଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ବିଜୟାଦଶମୀ, ସୁନାବେଶରେ ଦର୍ଶନ ଦେବେ ମହାବାହୁଇଟିଭି ଭାରତ, ନୟାଗଡ଼
ଏହା ମଧ୍ୟ ପଢ଼ନ୍ତୁ...ନୂଆବର୍ଷରେ ସୁନାବେଶରେ ଦର୍ଶନ ଦେଲେ ମା' ତାରିଣୀଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ବିଜୟାଦଶମୀ, ସୁନାବେଶରେ ଦର୍ଶନ ଦେବେ ମହାବାହୁଇଟିଭି ଭାରତ, ନୟାଗଡ଼
Category
🗞
NewsTranscript
00:00I have heard about the Brahmadriya Prabhankar today.
00:10He is the founder of Dhanushankarayana and Makarashankarayana.
00:14He is the founder of Mahalakshmi Swamigal Nidra Vapakhara.
00:17He is also the founder of Sagar Karniya Ratnala Bhandara.
00:20He is also the founder of Ratnala Bhandara Swamigal Nidra Vapakhara.
00:24I am in the Bhaiyya Samasthami and I have received the Rakshandana Bhandara from the Thakur.
00:29I am doing my post-graduation ceremony at Thakur.
00:34I hope that I will be able to arrange the best food and bring back the forgotten glory of Thakur.
00:40I have prepared the gifts and the medals as well.
00:43Prabhupada is a great leader.
00:46Our government, our devotees and our community will come together for Shanti Shrimkhala.
00:55This year we know that the main attraction is the worship of Lord Sri.
01:01And you can see how beautifully Lord Sri is sitting.
01:05It is a main attraction for devotees.
01:09We have arranged Shanti Shrimkhala for the police and district administration.
01:15We have come here to worship Lord Sri.
01:20We have sent a special police force and a special armed guard.
01:29We have arranged Shanti Shrimkhala for the devotees.
01:35We have arranged the staff.
01:38We have kept an eye on the worship of Lord Sri.
01:43We have been waiting for a long time.
01:45We had not seen him for a long time.
01:47It was very nice to see him.
01:50We had a lot of fun.
01:56We were very happy.
01:59We had a lot of experience.
02:01We had the experience of Thakur.
02:03We don't do anything other than Thakur.
02:05If we do Thakur, we come here.
02:10If we don't do Thakur, we don't come here.
02:13My husband, daughter-in-law, daughter-in-law, daughter-in-law, granddaughter-in-law.
02:18Today is a very big day.
02:20We have seen Lord Sri.
02:23We saw Lord Sri.
02:25It was very nice.
02:27We had darshan.
02:29We had prasad.
02:31It is a very tasty prasad.
02:33It was very nice to have prasad.
02:35Where are you from?
02:37I am from West Bengal.
02:39It was very nice to come here.
02:41How many people are there?
02:43Three people came here.
02:45How was your journey?
02:47It was very nice.
02:49I will come here.
02:51I will travel for 2-3 days.
02:53I came here to see Lord Sri.
02:55It was a very nice program.
02:57It was very nice.