• last week
ଢେଙ୍କାନାଳ: ATM ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଦୁବୃର୍ତ୍ତ  । ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଏନ ଏଚ-୫୫ ପାର୍ଶ୍ୱରେ ଥିବା ଏସବିଆଇ ଏଟିଏମରୁ ଲୁଟ ହୋଇଛି । ବୁଧବାର ଦୁର୍ବୃତ୍ତମାନେ ଏଟିଏମ ଭାଙ୍ଗି ଟଙ୍କା ସବୁ ଲୁଟିଛନ୍ତି । ପରେ ଏଟିଏମ, ସିସି କ୍ୟାମେରା, ହାର୍ଡ ଡିସ୍କକୁ ଭାଙ୍ଗି ନେଇ ସାଙ୍ଗରେ ନେଇଯାଇଥିବାବେଳେ ଶେଷରେ ଏଟିଏମ ମେସିନରେ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି । ସୂଚନା ପାଇ ପୋଲିସ ସେମାନଙ୍କ ପିଛା କରି ମୋଟଙ୍ଗା ଥାନା ଅଞ୍ଚଳରୁ ଏକ କାର ଓ ୨ ଜଣ ଦୁର୍ବୃତ୍ତଙ୍କୁ କାବୁ କରିଛି। ମୋଟଙ୍ଗା ପୋଲିସ ଜଗି ରହିଥିବାରୁ ଦୁର୍ବୃତ୍ତମାନେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ । ପୋଲିସ ଏକ କାରକୁ ଜବତ କରିବା ସହିତ ଦୁଇ ଜଣ ଦୁର୍ବୁତ୍ତଙ୍କୁ କାବୁ କରିଥିବା ଜଣାପଡ଼ିଛି। ମାତ୍ର ଦୁର୍ବୃ୍ତ୍ତମାନେ ଅନ୍ୟ ଏକ କାରରେ ଲୁଟ ଟଙ୍କା ନେଇ ଖସି ଯିବାରେ ସକ୍ଷମ ହୋଇଛନ୍ତି । ସମ୍ବଲପୁର ଆଡ଼କୁ ଦୁର୍ବୁତ୍ତମାନେ ଲୁଟ ଟଙ୍କା ନେଇ ପଳାଇଥିବାରୁ ପୋଲିସର ଏକ ଟିମ ପିଛା କରିଥିଲା । ତେବେ ଏଟିଏମରୁ ଲୁଟ ହୋଇଥିବା ଟଙ୍କାର ପରିମାଣ ଜଣା ପଡିନଥିଲେ ମଧ୍ୟ ତାହା ମଙ୍ଗଳବାର ଲୋଡ୍ ହୋଇଥିଲା  । ଇଟିଭି ଭାରତ, ଢେଙ୍କାନାଳ

Category

🗞
News
Transcript
00:00🎵 🎵 🎵
00:30🎵
00:32🎵
00:34🎵
00:36🎵
00:38🎵
00:40🎵
00:42🎵
00:44🎵
00:46🎵
00:48🎵
00:50🎵
00:52🎵
00:54🎵
00:56🎵
00:58🎵
01:00🎵
01:02🎵
01:04🎵
01:06🎵
01:08🎵
01:10🎵
01:12🎵
01:14🎵
01:16🎵
01:18🎵
01:20🎵
01:22🎵
01:24🎵
01:26🎵
01:28🎵
01:30🎵
01:32🎵
01:34🎵
01:36🎵
01:38🎵
01:40🎵
01:42🎵
01:44🎵
01:46🎵
01:48🎵
01:50🎵
01:52🎵
01:54🎵
01:56🎵
01:58🎵
02:00🎵
02:02🎵
02:04🎵
02:06🎵
02:08🎵
02:10🎵
02:12🎵
02:14🎵
02:16🎵
02:18🎵
02:20🎵
02:22🎵
02:24🎵
02:26🎵
02:28🎵
02:30🎵
02:32🎵
02:34🎵
02:36🎵
02:38🎵
02:40🎵
02:42🎵
02:44🎵
02:46🎵
02:48🎵

Recommended