ବରଗଡ: ତୃତୀୟ ଦିନରେ ପହଞ୍ଚିଲା ବରଗଡ ଧନୁଯାତ୍ରା । ମଥୁରାରେ ଚାଲିଛି ମହାରାଜା କଂସଙ୍କ ରାଜୁତି । ତୃତୀୟ ଦିନରେ ଶ୍ୟାମେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରି ସାରିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ସୂଚନା ମିଳିଥିଲା ମହାରାଜ କଂସଙ୍କୁ । ଏହାପରେ କାରାଗୃହକୁ ପ୍ରବେଶ କରି ବିଜୁଳି କନ୍ୟାଙ୍କୁ ଦେବକୀଙ୍କ କେଳରୁ ଛଡ଼ାଇଆଣିଥିଲେ । ଦେବକୀ ଓ ବାସୁଦେବ ଶୁଶୁ କନ୍ୟାକୁ ଛାଡ଼ିଦେବା ପାଇଁ ବହୁ କାକୁତି ମିନତୀ କରିଥିଲେ ମଧ୍ୟ ମାନି ନଥିଲେ କଂସ ମହାରାଜ । ଶେଷରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡ଼ିବା ବେଳେ କଂସର ହାତରୁ ଅର୍ନ୍ତଧ୍ୟାନ ହୋଇଥିଲେ ବିଜୁଳି କନ୍ୟା ଏବଂ ଶୂନ୍ୟରେ ଆର୍ବିଭାବ ହୋଇ ଦୈବବାଣୀରେ କହିଥିଲେ , ‘ରେ କଂସ ତତେ ବଧିବ ଯିଏ ଗୋପରେ ବଢ଼ୁଛି ସିଏ ‘ । ଏଥିରେ ବ୍ୟତିବସ୍ତ ହୋଇ ମହାରାଜ କଂସ ରାଜଦରବାରକୁ ଫେରିଆସି ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଛନ୍ତି । ଏହି ସମୟରେ ନାରଦ ପହଞ୍ଚି କଂସ ମହାରାଜଙ୍କୁ ବିଜମନ୍ତ୍ର ପ୍ରଦାନ କରିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଆହ୍ୱାନ କରିଛନ୍ତି ଷଢ଼ମଲ୍ଲ ସହ ପୁତୁନା ରାକ୍ଷସୀଙ୍କୁ । ପୁତନା, ତୃଣା, ବକା ସକଟା, ଷଣ୍ଡା ଆଦି ରାକ୍ଷସ ରାକ୍ଷସୀ କଂସଙ୍କ ଆଦେଶରେ ବାହାରି ପଡ଼ିଛନ୍ତି ଗୋପପୁରକୁ । ଏହି ଅବସରରେ ମହାରାଜ କଂସ ଆୟୋଜନ କରିଛନ୍ତି ରାଜ୍ୟ ତଥା ରାଜ୍ୟବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ । ଆଜି ଧନୁଯାତ୍ରାର ଚତୁର୍ଥ ଦିନରେ କୃଷ୍ଣବଳରାମଙ୍କ ହାତରେ କଂସଙ୍କ ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀଙ୍କ ନିଧନ ହେବା ସହ ଗୋପପୁରରେ ଗୋପୀ ଗୋପାଳଙ୍କ ସହ ଲୀଳାଖେଳା ଦୃଶ୍ୟ ଅଭିନୀତ ହେବ । ଏହା ମଧ୍ୟ ପଢନ୍ତୁ-ମଥୁରାରେ ଚାଲିଛି କଂସ ରାଜୁତି, ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିଲା ଗୋପପୁର - DHANU YATRA 2025ଇଟିଭି ବାରତ, ବରଗଡ
Category
🗞
NewsTranscript
00:00If you are the sixth son, you will be blessed.
00:02If you are the seventh son, you will be unlucky.
00:04And if you are the eighth son, you will be born as a virgin.
00:09If you think about it,
00:10which one of us will always be blessed by God?
00:16Then don't believe anything.
00:18Like Kachari Marina,
00:20like Draupadi Sankate,
00:22like Nehigola Manasehi,
00:23you will be born as a virgin.
00:25You will be born as a virgin.
00:28So,
00:29don't believe anything.
00:31Like Darpana Shillal,
00:33like Kachari Maronta,
00:34like Unshunne Udigola,
00:37you will be born as a virgin.
00:38Which one of us will always be blessed by God?
00:44Hey, you wicked old man!
00:47Do you know who I am?
00:49Do you know who I am?
00:52Do you think you are a saint?
00:55No!
00:56If you want to become a saint,
00:58you will have to go through a lot of trials.
01:00If you want to become a saint,
01:02you will have to go through a lot of trials.
01:04I am Adi Shakti,
01:06Bhagwati Narayani Darpadali's mother,
01:10Durga.
01:14Listen carefully,
01:16to the secret of your death.
01:18The more you grow,
01:20the bigger your city will be.
01:22I have been living in Mathura for eight years.
01:26In the month of Bhaktra,
01:27on the eighth day,
01:29in the middle of the night,
01:31in a secret city,
01:32where were you born?
01:34Which city was it?
01:36It was Devarsi Narada.
01:38According to Devarsi Narada,
01:40the secret of Mathura was inspired by Putana.
01:44I order you to go to Putana.
01:46Go to Putana.
01:48If you want to be a saint,
01:50you have to go through a lot of trials.
01:52If you want to become a saint,
01:54you have to go through a lot of trials.
01:56I have been living in Mathura for eight years.
01:58In the month of Bhaktra,
02:00on the eighth day,
02:02in the middle of the night,
02:04in a secret city,
02:06where were you born?
02:09Which city was it?
02:11It was Devarsi Narada.
02:14According to Devarsi Narada,
02:16I don't know what you're talking about.
02:17I don't know.
02:18I don't know.
02:19I don't know.
02:20I don't know.
02:21I don't know.
02:22I don't know.
02:23I don't know.
02:24I don't know.
02:25I don't know.
02:26I don't know.
02:27I don't know.
02:28I don't know.
02:29I don't know.
02:30I don't know.
02:31I don't know.
02:32I don't know.
02:33I don't know.
02:34I don't know.
02:35I don't know.
02:36I don't know.
02:37I don't know.
02:38I don't know.
02:39I don't know.
02:40I don't know.
02:41I don't know.
02:42I don't know.
02:43I don't know.
02:44I don't know.
02:45I don't know.
02:46I don't know.
02:47I don't know.
02:48I don't know.
02:49I don't know what you're talking about.