Chilika 1

  • 13 years ago
Queen of natural beauty, Chilika, the largest brackish water lake in Asia covering an area of over 1,100 sq. km is a great attraction for the tourists for fishing, bird watching and boating. In winter Chilika aflutters with thousands of indigenous and migratory birds of many varieties from far and near - even from the distant Siberia. (ମହାନଦୀର ଦକ୍ଷିଣ ମୁହାଣରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଲବଣାକ୍ତ ହ୍ରଦ ଚିଲିକା ହେଉଛି ଭାରତର ସର୍ବବୃହତ୍ ଉପକୂଳବର୍ତ୍ତୀ ହ୍ରଦ | ଏହା ମଧ୍ୟ ଚିଲିକା ପକ୍ଷୀ ଅଭୟାରଣ୍ୟର ଅନ୍ତର୍ଗତ | ପୁଣି ଓଡ଼ିଶାର ସୁବୃହତ ଚିଲିକା ହ୍ରଦ, ଯେଉଁଠି ଶିତକାଳରେ ଦୂରଦେଶାଗତ ଅଗଣିତ ପକ୍ଷୀଙ୍କୁ ଦେଖି ମନ ମୋହିତ ହୋଇଯାଏ ।ଏଠାରେ ପ୍ରାୟ ୧୫୦ ପ୍ରଜାତିର ସ୍ଥାନୀୟ ଓ ପ୍ରବାସୀ ପକ୍ଷୀଙ୍କ ସମାଗମ ହୋ‍ଇଥାଏ | ଚିଲିକାରେ ଏକ ନୌ-ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି | ).
You can get more details abt Chilika from this --http://www.facebook.com/pages/Chilika-Lake/185119478192293

Edited & Uploaded by Deepak Basti ,Automobile Engineer,Riyadh-KSA .
www.deepakbasti.blogspot.com