Bharat ( ଭାରତ )

  • 13 years ago
Bharat - India :--
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ Ι ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତିୟ ବୃହତ୍ତମ ଦେଶ ଅଟେ Ι ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ Ι ଏହାର ଉତ୍ତରରେ ଉଚ ଏବଂ ବହୁଦୂର ଯାଏଁ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୁର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ଅଛି Ι ଏହି ବିଶାଳ ଭୂଖଣ୍ଡରେ ୩୦ ଗୋଟି ରାଜ୍ୟ ଅଛି । ତା ସହିତ ୭ଟି କେନ୍ଦ୍ର-ଶାସିତ ଇଲାକା ମଧ୍ୟ ରହିଛି ।

Upload & Edit by Deepak Basti , Automobile Engineer,KSA-Riyadh.
Web - www.deepakbasti.blogspot.com