ବୌଦ୍ଧ: ପ୍ରୟାଗରାଜରରେ ଜମୁଛି ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା । ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ଧନ୍ୟମନେ କରୁଛନ୍ତି ଶ୍ରଦ୍ଧାଳୁ । ବିଶ୍ବର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ପ୍ରୟାଗରାଜକୁ ଯାତ୍ରା କରୁଛନ୍ତି । କୁମ୍ଭମେଳା ପାଇଁ ରାଜ୍ୟ ସରକାର ପ୍ରୟାଗରାଜକୁ ସିଧା ସଳଖ ବସ ସେବା ଆରମ୍ଭ କରିଛନ୍ତି । ଓଡ଼ିଶାରୁ ଶ୍ରଦ୍ଧାଳୁ ସେହି ବସ୍ରେ ଯାତ୍ରା କରି କୁମ୍ଭମେଳାରେ ସାମିଲ ହୋଇ ଏବେ ଫେରିଛନ୍ତି । ବସ୍ ସୁବିଧା ପାଇଁ ଓଡ଼ିଶା ସରକାରଙ୍କୁ ଯାତ୍ରୀ ମାନେ ଧନ୍ୟବାଦ ଜଣାଇ ଯାତ୍ରାକୁ ନେଇ ଅନୁଭୂତି ବଖାଣିଛନ୍ତି । ଗତ 12 ତାରିଖ ଠାରୁ ବ୍ରହ୍ମପୁର ଠାରୁ ବସ୍ ଯୋଗେ 18 ଜଣ ଶ୍ରଦ୍ଧାଳୁ ପ୍ରୟାଗରାଜ ସମେତ ଅଯୋଧ୍ୟା ଯାତ୍ରା କରିଥିଲେ । ପ୍ରୟାଗରାଜର ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା ଯାତ୍ରା ଓ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ସାରି ଫେରିଛନ୍ତି ଶ୍ରଦ୍ଧାଳୁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।ଏହି ବସସେବାରେ ଗଞ୍ଜାମ ଜିଲ୍ଲା ସମେତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ତୀର୍ଥ ଯାତ୍ରୀ ମାନେ ଯାତ୍ରା କରିଥିଲେ । ଶ୍ରଦ୍ଧାଳୁ ମାନେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବୌଦ୍ଧ ଜିଲ୍ଲା ସଦର ମହକୁମା ମହାନଦୀ କୂଳରେ ଅବସ୍ଥିତ ବାବା ଚନ୍ଦ୍ରଚୂଡ ଶୈବପୀଠରେ ବ୍ୟାପକ ବନ୍ଦୋବସ୍ତ ସହିତ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ମଧ୍ୟ ପଢନ୍ତୁ-ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡିଲା ବସ, ମହିଳାଙ୍କ ପାଇଁ 50% ରିହାତି - SPECIAL BUS FOR MAHAKUMBHଇଟିଭି ଭାରତ, ବୌଦ୍ଧ
Category
🗞
NewsTranscript
00:00The great Kumbh Mela of Prayag Raj, which is a very significant event of Samastankar,
00:07was held in a sacred place 144 years ago.
00:13On 12th January, the Brahmapur's independence movement started from Prayag Raj.
00:23On 26th February, on 12th January, the great Kumbh Mela of Prayag Raj was held.
00:30The whole of India participated in this event.
00:34The Odisha government also participated in this event.
00:37The government of Mohun Baji also participated in this event.
00:40This was a very auspicious event.
00:43The Brahmapur's independence movement started from Prayag Raj.
00:51The Brahmapur's independence movement started from Prayag Raj.
00:59We were on a pilgrimage on 12th January.
01:02We arrived on 13th January.
01:05On 14th January, we took a bath in the Ganga.
01:08It was a very auspicious event.
01:10We had a good staff and a good vehicle.
01:14We didn't expect the Odisha government to organize such an event.
01:19We didn't expect the Odisha government to organize such an event.
01:23We didn't expect the Odisha government to organize such an event.
01:28What did you feel when you saw the Brahmapur's independence movement?
01:37When we were on our pilgrimage,
01:43we saw that there were no tickets available.
01:48We were very sad.
01:51We found out that the Odisha government is organizing a protest.
01:56We were very sad.
01:59We were very sad.
02:02We found out that the Odisha government is organizing a protest.
02:05We were very sad.
02:08There have been so many cases of racism,
02:10no one has talked about this.
02:12I have recorded an video about Peaceful centres for Venezuela.
02:18When we arrived in Prayag,
02:21when we arrived in Prayag,
02:24we didn't think we would feel this special.
02:28I took a bath,
02:31when I came back,
02:33I heard they have cleaned a spot in Ajodhya,
02:36He has kept us in a very good place in Ajodhya, Aurobindo Babu.
02:40And we have also had a good darshan of Ram Lallang.
02:44The first car of Pragya Raj to Odisha, Brahmapur, Kondamal and Boudha district,
02:53and not only Boudha district, but Ganjan, Gajapati, Bhakta, Sadalu,
03:00Dattavar, Chakwachandi, all of them are hoping that Pragya Raj will have peace, happiness,
03:08and prosperity in the world.