• last week
ପୁରୀ: ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ।୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱର ସଜେଇ ହୋଇଥିବା ବେଳେ ପ୍ରବାସୀମାନେ ପୁରୀ, କଟକ, କେନ୍ଦ୍ରାପଡା ଆଦି ଜିଲ୍ଲାଗୁଡିକୁ ବୁଲିବାର କାର୍ଯ୍ୟକ୍ରମ ରହିଛି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପ୍ରବାସୀ ଭାରତୀୟଙ୍କ ସ୍ୱାଗତ ଉଦ୍ଦେଶ୍ୟରେ ପୁରୀ ଲାଇଟ ହାଉସ ନିକଟସ୍ଥ ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକା ଚିତ୍ର ନିର୍ମାଣ କରାଯାଇଛି । ୬ଫୁଟ ଉଚ୍ଚତା, ୨୦ଫୁଟ ଓସାର ବିଶିଷ୍ଟ ଏହି କଳାରେ ୧୦ଟନ ବାଲି ଉପଯୋଗ କରାଯାଇଛି । ଏହାମଧ୍ୟ ପଢନ୍ତୁ...ମହାପ୍ରଭୁଙ୍କ ବଡ଼ସିଂହାର ବେଶ, ବାଲୁକା କଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତପ୍ରବାସୀ ଭାରତୀୟ ମହାକୁମ୍ଭ ଆରମ୍ଭ, ମୁଖ୍ୟମନ୍ତ୍ରୀଙ୍କ ସମେତ ବୈଦେଶିକ ମନ୍ତ୍ରୀ ଉପସ୍ଥିତସଂଗ୍ରହାଳୟରେ ୯ ନୂଆ ଗ୍ୟାଲେରୀ, ପିଠା-ମିଠାର ମଜା ନେବେ ପ୍ରବାସୀକେନ୍ଦ୍ରାପଡାର ଏକାଧିକ ପର୍ଯ୍ୟଟନସ୍ଥଳୀ ବୁଲିବେ ପ୍ରବାସୀ ଭାରତୀୟ: ବିଜେପି

ଏହି ବାଲୁକା କଳାରେ ରାଜ୍ୟର କଳା ସଂସ୍କୃତି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଚିତ୍ର ରହିଛି । ଏହାକୁ ତିଆରି କରିବାକୁ ୭ ଘଣ୍ଟା ସମୟ ଲାଗିଥିବା କହିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ । ଏହି କଳାରେ ସେ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଗତର ବାର୍ତ୍ତା ଦେଇଛନ୍ତି ।ଇଟିଭି ଭାରତ, ପୁରୀ

Category

🗞
News
Transcript
00:00🎵Outro music plays🎵
00:30🎵Outro music plays🎵
01:00🎵Outro music plays🎵
01:02🎵Outro music plays🎵
01:04🎵Outro music plays🎵
01:06🎵Outro music plays🎵
01:08🎵Outro music plays🎵
01:10Welcome to Wanderers Odisha
01:12Welcome all the Indians
01:14We have made a sand sculpture
01:16in the light house
01:18of Puri
01:20It is a very colourful sand art
01:22We have tried to show the beauty
01:24of Odisha
01:26through this sand sculpture
01:28Our Chief Minister
01:30and Prime Minister
01:32have welcomed this
01:34sand sculpture
01:36It took us 7 hours
01:38to make this
01:40It is a 20 feet tall
01:42sand sculpture
01:44We have used 10 tons of sand
01:46to make this

Recommended