• 4 years ago
ଆଜି ମାଲକାନଗିରି ଜିଲ୍ଲାରେ ୬୯ ତମ ଜିଲ୍ଲା ସ୍ତରୀୟ ଗୋ- ସମ୍ବର୍ଦ୍ଧନା ଉସୂବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ଡ଼ଃ ସାରଗଂଧର ସତପଥୀ ଜିଲ୍ଲା ପ୍ରାଣୀ ଚିକିତ୍ସକ କଂ ର୍ନିଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସକ ଡ଼ଃ ଅଶୋକ କୁମାର ତ୍ରିପାଠୀ (ADVO, LP)ଆନୁଷ୍ଠାନିକ ଭାବେ ଗୋ ପୂଜନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତାଙ୍କ ସହିତ ଡଃ ଲକ୍ଷ୍ମୀକାନ୍ତ ବେହେରା SDVO, ଡ଼ଃ ଗୌରୀ ଶକଂର ସତପଥୀ ADVO(DC), ଜିଲ୍ଲା ସଂଯୋଜକ JK TRUST, ସଦରମହକୁମା ର AVAS, ପଦ୍ମଗିରି VAS, MV07 ର VAS ଓ ପ୍ରାଣୀ ଚିକିତ୍ସାଳୟ ମାଲକାନଗିରି ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟ କ୍ରମ କୁ ଆୟୋଜନ କରିବାରେ ମୂଖ୍ୟ ଭୂମିକା ତୂଳାଇଥିଲେ। ଜିଲ୍ଲାରେ ମାଲକାନଗିରି, କାଲିମେଳା ଓ ମାଥିଲି ବ୍ଲକ ମାନଙ୍କରେ ଆୟୋଜନ କରାଯାଇଥିଲା। ରାଜ୍ୟ ସରକାର ତଥା ର୍ନିଦ୍ଦେଶକ ପ୍ରାଣୀ ବିକାଶ ବିଭାଗ ଓଡ଼ିଶା ତରଫରୁ ସମସ୍ତ ଜିଲ୍ଲା ମାନଙ୍କୁ ର୍ନିଦ୍ଦେଶ ଦିଆଯାଇଥିଲା ଯେ ଆଜି ଦିନଟିକୁ ଜିଲ୍ଲା ସ୍ତରୀୟ ଗୋ- ସମ୍ବର୍ଦ୍ଧନା ଉସୂବ ଭାବେ ପାଳନ କରିବାକୁ। ଏଥିରେ ୩୦ ଜଣ ଲେଖାଏଁ ଚାଷୀ ମାନଙ୍କ ଡ଼କାଯାଇ ଏକ ତାଲିମ କାର୍ଯ୍ୟକ୍ରମ ଭାବେ କରାଯାଇଥିଲା।ତତ୍ ସହିତ ଭିଡ଼ିଓ କନ୍ଫେରେନସ୍ ମାଧ୍ୟମରେ ଚାଷୀ ମାନଙ୍କୁ ଡ଼ଃ ଅରୁଣ କୁମାର ସାହୁ ବିଭାଗୀୟ ମନ୍ତ୍ରୀ, କମିଶନର ଓ ର୍ନିଦ୍ଦେଶକ ପ୍ରାଣୀ ସଂପଦ ବିଭାଗ ଭୂବନେଶ୍ୱର ରୁ ଚାଷୀ ମାନଙ୍କୁ ବାର୍ତ୍ତା ଦେଇଥିଲେ।
ମାଲକାନଗିରି ଜିଲ୍ଲାରୁ ଶକଂର କ୍ଷିତି କଂ ରିପୋର

Category

🗞
News

Recommended