ନୟାଗଡ଼ ଖବର । ଆଶା ସାଥି ସଂଘ ପକ୍ଷରୁ ସରକାର ଙ୍କୁ ଦାବିପତ୍ର । cprime news

  • 4 years ago
ଭାରତୀୟ ମଜଦୂର ସଙ୍ଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା ସାଥି ସଂଘ ତରଫରୁ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରୀ, ମାନ୍ୟବର ନିର୍ଦ୍ଦେଶିକା ଜାତୀୟ ସ୍ୱାସ୍ଥ୍ୟ ମିଶନଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦେଖନ୍ତୁ ସମ୍ପୂର୍ଣ୍ଣ ଖବର।

Category

🗞
News

Recommended