• 2 days ago
 ବୌଦ୍ଧ: ପ୍ରୟାଗରାଜରରେ ଜମୁଛି ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା । ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ଧନ୍ୟମନେ କରୁଛନ୍ତି ଶ୍ରଦ୍ଧାଳୁ । ବିଶ୍ବର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ପ୍ରୟାଗରାଜକୁ ଯାତ୍ରା କରୁଛନ୍ତି । କୁମ୍ଭମେଳା ପାଇଁ ରାଜ୍ୟ ସରକାର ପ୍ରୟାଗରାଜକୁ ସିଧା ସଳଖ ବସ ସେବା ଆରମ୍ଭ କରିଛନ୍ତି । ଓଡ଼ିଶାରୁ ଶ୍ରଦ୍ଧାଳୁ ସେହି ବସ୍‌ରେ ଯାତ୍ରା କରି କୁମ୍ଭମେଳାରେ ସାମିଲ ହୋଇ ଏବେ ଫେରିଛନ୍ତି । ବସ୍‌ ସୁବିଧା ପାଇଁ ଓଡ଼ିଶା ସରକାରଙ୍କୁ ଯାତ୍ରୀ ମାନେ ଧନ୍ୟବାଦ ଜଣାଇ ଯାତ୍ରାକୁ ନେଇ ଅନୁଭୂତି ବଖାଣିଛନ୍ତି । ଗତ 12 ତାରିଖ ଠାରୁ ବ୍ରହ୍ମପୁର ଠାରୁ ବସ୍‌ ଯୋଗେ 18 ଜଣ ଶ୍ରଦ୍ଧାଳୁ  ପ୍ରୟାଗରାଜ ସମେତ ଅଯୋଧ୍ୟା ଯାତ୍ରା କରିଥିଲେ । ପ୍ରୟାଗରାଜର ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା ଯାତ୍ରା ଓ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ସାରି ଫେରିଛନ୍ତି ଶ୍ରଦ୍ଧାଳୁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।ଏହି ବସସେବାରେ ଗଞ୍ଜାମ ଜିଲ୍ଲା ସମେତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ତୀର୍ଥ ଯାତ୍ରୀ ମାନେ ଯାତ୍ରା କରିଥିଲେ । ଶ୍ରଦ୍ଧାଳୁ ମାନେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବୌଦ୍ଧ ଜିଲ୍ଲା ସଦର ମହକୁମା ମହାନଦୀ କୂଳରେ ଅବସ୍ଥିତ ବାବା ଚନ୍ଦ୍ରଚୂଡ ଶୈବପୀଠରେ ବ୍ୟାପକ ବନ୍ଦୋବସ୍ତ ସହିତ ଭବ୍ୟ ସ୍ବାଗତ କରାଯାଇଥିଲା ।  ଏହା ମଧ୍ୟ ପଢନ୍ତୁ-ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡିଲା ବସ, ମହିଳାଙ୍କ ପାଇଁ 50% ରିହାତି - SPECIAL BUS FOR MAHAKUMBHଇଟିଭି ଭାରତ, ବୌଦ୍ଧ

Category

🗞
News
Transcript
00:00The most significant event in the history of the state is the great Kumbh Mela of Prayagraj.
00:08144 years ago, this holy place was inaugurated and the great Kumbh Mela was held.
00:14The Brahmapur's independence movement started from the Prayagraj on 12th January.
00:23The great Kumbh Mela of Prayagraj was held on 12th January and 26th February.
00:31The whole of India was involved in the Kumbh Mela.
00:35The Odisha government was also involved in the Kumbh Mela.
00:37The Mohun Baji government was also involved in the Kumbh Mela.
00:39The OSRT was also involved in the Kumbh Mela.
00:44The Brahmapur's independence movement started from the Prayagraj.
00:51What is the significance of the Kumbh Mela?
00:59On 12th January, we were out of the Kumbh Mela.
01:03On 13th January, we were in the Kumbh Mela.
01:06On 14th January, we took a bath in the river Ganga.
01:10The ORTC staff was very helpful.
01:13The train was also very convenient.
01:15We didn't expect the Odisha government to help us.
01:19We didn't expect the Odisha government to help us.
01:23We didn't expect the Odisha government to help us.
01:29What is the significance of the Kumbh Mela?
01:37The train ticket was not available.
01:48The train ticket was not available.
01:50We were very sad.
01:52We went to the OSRT office to get the ticket.
01:56We were very sad.
01:58We were very sad.
02:00We went to the OSRT office to get the ticket.
02:34I am very happy to see Ram Lallang in Ajodhya.
02:45I am very happy to see Ram Lallang in Ajodhya.
02:57I am very happy to see Ram Lallang in Ajodhya.

Recommended