ବୌଦ୍ଧ: ପ୍ରୟାଗରାଜରରେ ଜମୁଛି ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା । ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ଧନ୍ୟମନେ କରୁଛନ୍ତି ଶ୍ରଦ୍ଧାଳୁ । ବିଶ୍ବର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ପ୍ରୟାଗରାଜକୁ ଯାତ୍ରା କରୁଛନ୍ତି । କୁମ୍ଭମେଳା ପାଇଁ ରାଜ୍ୟ ସରକାର ପ୍ରୟାଗରାଜକୁ ସିଧା ସଳଖ ବସ ସେବା ଆରମ୍ଭ କରିଛନ୍ତି । ଓଡ଼ିଶାରୁ ଶ୍ରଦ୍ଧାଳୁ ସେହି ବସ୍ରେ ଯାତ୍ରା କରି କୁମ୍ଭମେଳାରେ ସାମିଲ ହୋଇ ଏବେ ଫେରିଛନ୍ତି । ବସ୍ ସୁବିଧା ପାଇଁ ଓଡ଼ିଶା ସରକାରଙ୍କୁ ସମସ୍ତେ ଧନ୍ୟବାଦ ଜଣାଇ ଯାତ୍ରାକୁ ନେଇ ଅନୁଭୂତି ବଖାଣିଛନ୍ତି । ଗତ 12 ତାରିଖ ଠାରୁ ବ୍ରହ୍ମପୁର ଠାରୁ ବସ୍ ଯୋଗେ 18 ଜଣ ଶ୍ରଦ୍ଧାଳୁ ପ୍ରୟାଗରାଜ ସମେତ ଅଯୋଧ୍ୟା ଯାତ୍ରା କରିଥିଲେ । ପ୍ରୟାଗରାଜର ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା ଯାତ୍ରା ଓ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ସାରି ଫେରିଛନ୍ତି ଶ୍ରଦ୍ଧାଳୁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।ଏହି ବସସେବାରେ ଗଞ୍ଜାମ ଜିଲ୍ଲା ସମେତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ତୀର୍ଥ ଯାତ୍ରୀ ମାନେ ଯାତ୍ରା କରିଥିଲେ । ଶ୍ରଦ୍ଧାଳୁ ମାନେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବୌଦ୍ଧ ଜିଲ୍ଲା ସଦର ମହକୁମା ମହାନଦୀ କୂଳରେ ଅବସ୍ଥିତ ବାବା ଚନ୍ଦ୍ରଚୂଡ ଶୈବପୀଠରେ ବ୍ୟାପକ ବନ୍ଦୋବସ୍ତ ସହିତ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ମଧ୍ୟ ପଢନ୍ତୁ-ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡିଲା ବସ, ମହିଳାଙ୍କ ପାଇଁ 50% ରିହାତି - SPECIAL BUS FOR MAHAKUMBHଇଟିଭି ଭାରତ, ବୌଦ୍ଧ
Category
🗞
NewsTranscript
00:00The Maha Kumbha of Prayag Raj was established in a very special place in Samastankar.
00:07It was established in a very sacred place for 144 years.
00:13On 12th January, the government of Odisha started the independence movement from Brahmapur to Prayag Raj.
00:23On January 12th to February 26th, when Prayagraj's Mahakumbh Amla will be organized,
00:30the business will be organized all over India.
00:34The Odisha government will not back down.
00:37Mohan Baji government will start the OSRT service.
00:41It will be very easy.
00:43On January 12th, we went to Ganga for the OSRT service.
00:50On the evening of January 13th, we went to Ganga for the OSRT service.
00:59On the evening of January 14th, we went to Ganga for the OSRT service.
01:10The OSRT staff was very helpful.
01:13The train service was also very good.
01:15I didn't know that the Odisha government would organize such a service.
01:19The train service was also very good.
01:23I didn't know that the Odisha government would organize such a service.
01:28What did you feel when you went to Brahmapura for the OSRT service?
01:37At first, we were planning to go to Brahmapura.
01:43The train service was not available.
01:48We were very sad.
01:50But we learned later that the OSRT service will be organized.
01:56We were very sad.
01:57But we learned later that the OSRT service will be organized.
02:01We were very sad.
02:02We were late to get the ticket.
02:04The OSRT staff was very helpful.
02:10The OSRT staff was very helpful.
02:12I felt very good.
02:14I felt very good.
02:17I felt very good.
02:23I didn't think that I would be in such a good place.
02:28I didn't think that I would be in such a good place.
02:31They took us to Ajodhya.
02:36They took us to Ajodhya.
02:40They took us to Ajodhya.
02:44They took us to Brahmapura.
02:50They took us to Brahmapura.
02:57They took us to Brahmapura.
03:02They took us to Brahmapura.
03:07They took us to Brahmapura.
03:12They took us to Brahmapura.