Turkey earthquake | Odia Jawan shares heart wrenching experience in Turkey

  • last year
ଭୂମିକଂପ କ୍ଷତିଗ୍ରସ୍ତ ତୁର୍କୀରେ ସଫଳତାର ସହ ସମାପ୍ତ ହୋଇଥିବା ଅପରେସନ୍ ଦୋସ୍ତ୍ କଥା କିଏ ବା ନଜାଣେ । ହେଲେ ଜାଣିଛନ୍ତି କି, ଏହି ଅପରେସନ ଦୋସ୍ତରେ ସାମିଲଥିଲେ ଜଣେ ଓଡ଼ିଆ ଯବାନ । ତୁର୍କୀ ହାତାୟର ସ୍କାନ୍ଦେରୁନରେ ଭାରତୀୟ ସେନା ପକ୍ଷରୁ ସ୍ଥାପିତ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲରେ ନିୟୋଜିତ ଥିଲେ ପାରାଟ୍ରୁପର୍ ନାଏକ୍ ବିବେକାନନ୍ଦ ଦେହୁରୀ । ଭାରତ ଫେରିବା ପରେ, ଓଟିଭିକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ସେ ବଖାଣିଛନ୍ତି ତାଙ୍କର ତୁର୍କୀ ଅନୁଭୂତି ।

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: https://khabar.odishatv.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://live.odishatv.in/
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/


#OdishaTV #OTV

Category

🗞
News

Recommended