କେମିତି ଜାଣିବେ ଆପଣଙ୍କୁ କିଏ କଲ୍ କରୁଛି || How To Know Who Call You || Truecaller Define || My Opinion

  • 6 years ago
ଦର୍ଶକବନ୍ଧୁ,
Play Store ଏବେ ଆପଣଙ୍କୁ ବହୁତ୍ ଆପ ମିଳିବ କିନ୍ତୁ ସବୁ ଆପ ଯେ ଆପଣକୁ ସମ୍ପୂର୍ଣ୍ଣ ସତ୍ୟ ତଥ୍ୟ ଦେବ ତାହାର କିଛି ଠିକ୍ ଠିକଣା ନାହିଁ। ମୁଁ ଆଗରୁ ମଧ୍ୟ App Permission ଉପରେ 2 ଟି ଭିଡିଓ କରିସାରିଛି। ଆଜି ମୁଁ True Caller ର ପରଦା ଫାସ୍ କରିଛି। ଏହି ଭଳି ଅନେକ ଆପ ଅଛି ଯାହା କି ଡାଟା ଚୋରି ସହିତ ବିକ୍ରି କରି ଟଙ୍କା କମାଉଛନ୍ତି।ଡାଟା ର ଆଢୁଆଳରେ ଲୋକମାନକୁ କିପରି ଏଇଭଳି ଆପ ଠକି ଚାଲିଛନ୍ତି, ଆଜି ଏହି ଭିଡିଓ ରେ ମୁଁ ସେ ବିଷୟରେ ଜଣେଇଛି।ଆଶା କରୁଛି ଭିଡିଓ ଟି ଆପଣଙ୍କୁ ଭଲ ଲାଗିବ।

ପ୍ରଥମ ଭିଡ଼ିଓ
https://youtu.be/gLu9zy3h5ps

ଦ୍ଵିତୀୟ ଭିଡ଼ିଓ
https://youtu.be/ex7pjCw4F-Y





ଫ୍ୟାକ୍ଟ ଓଡ଼ିଶା in Dailymotion Now
https://goo.gl/GfzBSn

~~~~~~~~~~~~~~~~~~~~~~~

Hello Friends,
Welcome To Our Odia Dailymotion Channel FACTODISHA.
Here You'll Get All Types 0f TECHNICAL Knowledge & scientific facts.
I make special videos on Every Saturday or Sunday.

For Any Business Inquiries Visit
factodisha@gmail.com

Our Facebook Page for Latest News

https://facebook.com/factodisha

I'm Me Here

https://facebook.com/slovespriya

https://twitter.com/slovespriya

https://instagram.com/slovespriya

Thanks for Support